ବ୍ଲାକ୍‌, ହ୍ବାଇଟ୍ ପରେ ‌ଏବେ ୟେଲୋ ଫଙ୍ଗସ୍‌: ଉତ୍ତର ପ୍ରଦେଶରେ ଚିହ୍ନଟ ହେଲେ ପ୍ରଥମ ରୋଗୀ

ନୂଆଦିଲ୍ଲୀ: କରୋନା ଆକ୍ରାନ୍ତଙ୍କ ଠାରେ ବ୍ଲାକ୍ ଏବଂ ହ୍ବାଇଟ୍‌ ଫଙ୍ଗସ୍‌ ପରେ ଏବେ ୟେଲୋ ଫଙ୍ଗସ୍‌ ଦେଖାଦେଲାଣି। ଉତ୍ତର ପ୍ରଦେଶରେ ଗାଜିଆବାଦ ଜିଲ୍ଲାରେ ୟେଲୋ ଫଙ୍ଗସ୍‌ରେ ଆକ୍ରାନ୍ତ ପ୍ରଥମ ରୋଗୀ ଚିହ୍ନଟ ହୋଇଛନ୍ତି ବୋଲି କର୍ଣ୍ଣ, ନାସା ଓ ଗଳା ବି‌ଭାଗ ବିଶେଷଜ୍ଞ ଡାକ୍ତର ବି ପି ତ୍ୟାଗୀ ସୂଚନା ଦେଇଛନ୍ତି। ସଂପୃକ୍ତ ରୋଗୀ ଜଣକ ସେଠାକାର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସଂପୃକ୍ତ ରୋଗୀଜଣକ ବ୍ଲାକ୍ ଏବଂ ହ୍ବାଇଟ୍ … Continue reading ବ୍ଲାକ୍‌, ହ୍ବାଇଟ୍ ପରେ ‌ଏବେ ୟେଲୋ ଫଙ୍ଗସ୍‌: ଉତ୍ତର ପ୍ରଦେଶରେ ଚିହ୍ନଟ ହେଲେ ପ୍ରଥମ ରୋଗୀ